Sunday, June 29

Rath Yatra 2025: 275 AI cameras, five-tier security, 10000 police personnel to guard Puri

ପୁରୀକୁ_ଜଗିବ_ଡ୍ରୋନ୍ ରଥଯାତ୍ରା ଉପରେ ନଜର ରଖିବ ଡ୍ରୋନ। ସୁରକ୍ଷା ପାଇଁ ନିଆଯିବ ଡ୍ରୋନର ସହାୟତା । ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା। ଆଜି ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ।

The AI Report